Explosives Loot
ଦିନ ଦ୍ବିପହରରେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ଝାଡଖଣ୍ଡୀ ମାଓବାଦୀ ଲୁଟିନେଲେ ୪ ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ । ସୁନ୍ଦରଗଡର କେ ବଲାଙ୍ଗ ଅଞ୍ଚଳକୁ ସଫ୍ଟ ଟାରଗେଟ କରିଥିଲେ ମାଓବାଦୀ । ଖଣି ଅଞ୍ଚଳ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାରେ ସେଭଳି କଡାକଡି ନଥିବା ଦେଖି ଝାଡଖଣ୍ଡି ମାଓବାଦୀ ପ୍ରସ୍ତୁତ କରିଥିଲେ ରଣନୀତି । ଟ୍ରକ ଭର୍ତ୍ତି ବିସ୍ପୋରକ ସାମଗ୍ରୀ ବାଙ୍କୋ ଖଣିକୁ ଯିବା ସମୟରେ ପିଛା କରିଥିଲେ ଦୁଇ ବନ୍ଧୁକଧାରୀ। ଖଣିରେ ପହଞ୍ଚି ମାଲ ଓହ୍ଲାଇବା ସମୟରେ ହିଁ ଆରମ୍ଭ କରିଥିଲେ ଲୁଟ ଅପରେସନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)