Advertisment

ନେଟୱାର୍କ ବାହାରେ ୧୯୦୦ ଗାଁ

ଏବେ ମଣିଷ ମହାକାଶରେ ଘର କରିବାକୁ ପ୍ରୟାସ ଆରମ୍ଭ କଲାଣି, କିନ୍ତୁ ଏହି ସମୟରେ ଓଡ଼ିଶାର ଅନେକ ଗାଁରେ ଏବେବି ମୋବାଇଲ୍ ନେଟୱର୍କ ନାହିଁ। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଅନେକ ସୁବିଧାରୁ ବଂଚିତ ହେଉଛନ୍ତି। ଏହିସବୁ ଗାଁକୁ ମୋବାଇଲ୍ ନେଟୱର୍କ ଭିତରକୁ ଆଣିବାକୁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

author-image
Chinmayee Sahoo

Mobile Network Problem Odisha
Advertisment
Advertisment