Advertisment

ବାଘୁଣୀ ଜୀନତକୁ ନେଇ ନୂଆ ଅଡୁଆ

ବାଘୁଣୀ ଜୀନତକୁ ନେଇ ନୂଆ ଅଡୁଆ। ହରଡ଼ଘଣାରେ ପଶ୍ଚିମବଙ୍ଗ ବନବିଭାଗ। ଶିମିଳିପାଳରୁ ଖସି ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍ ହୋଇଥିବା ଏହି ମରାଠା ବାଘୁଣୀକୁ କାହିଁକି ଓଡ଼ିଶା ନପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ପ୍ରଶ୍ନ ଉଠାଇଛନ୍ତି NTCA।

author-image
Sujit kumar Swain

Tigers
Advertisment
Advertisment