ଯନ୍ତ୍ରୀ ଯନ୍ତ୍ରଣାର ଗ୍ରାଉଣ୍ଡ ରିପୋର୍ଟ ।
ଓଡ଼ିଶା ମାନଚିତ୍ରରେ ଏମିତି ଏକ ପଞ୍ଚାୟତ ରହିଛି, ଯେଉଁଠିକୁ ଯିବାକୁ ହେଲେ ଆପଣଙ୍କୁ ଆନ୍ଧ୍ର ଭରସା। ଆନ୍ଧ୍ର ପ୍ରଦେଶ କରିଥିବା ରାସ୍ତା ଦେଇ ହିଁ ଯିବାକୁ ପଡିବ ଓଡ଼ିଶାର ଏହି ପଂଚାୟତକୁ। ଯଦି ଓଡିଶା ଦେଇ ଯିବାକୁ ଚାହୁଁଛନ୍ତି, ତାହେଲେ ୬୦ କିଲୋମିଟରର ଜଳଯାତ୍ରା। ପଞ୍ଚାୟତରୁ ବ୍ଲକ୍ ସଦର ମହକୁମାକୁ ୮୦ କିଲୋମିଟର, ଆଉ ଜିଲ୍ଲା ସଦର ମହକୁମାକୁ ଦେଢଶହ କିଲୋମିଟର। ରାସ୍ତା ସଂଯୋଗୀକରଣ ନଥିବା ନାହିଁ ନାହିଁର ଏହି ପଞ୍ଚାୟତର ନାଁ ଯନ୍ତ୍ରୀ। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳର ଯନ୍ତ୍ରୀରୁ ଦେଖିବା ଏହି ରିପୋର୍ଟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)