Advertisment

ଏହି ରାସ୍ତାରେ ଟିକେ ହୁସିଆର୍‌

ଏ ହେଉଛି କୋରାପୁଟର ୨୬ ନଂ ଜାତୀୟ ରାଜପଥର ଦୃଶ୍ୟ । ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାସ୍ତା ସମସ୍ତଙ୍କ ପାଇଁ କାଳ ସାଜିଛି । ଖାଲଖମାରେ ଭର୍ତ୍ତି ଯୋଗୁ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବାର ହଇରାଣ ହେଉଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି

Road Problem
Advertisment
Advertisment