Bridge Problem
୨୦୨୧ରୁ ଏଠି ପୋଲ କାମ ଚାଲିଛି ଯେ ଚାଲିଛି... ସରିବାର ନାଁ ଧରୁନି । ନିର୍ମାଣ ଅବଧି ସିନା ସରିଗଲା, ହେଲେ ପିଲାରଟିଏ ବି ଛିଡ଼ା ହୋଇପାରିଲାନି । ୨୦୨୧ରୁ ୨୦୨୪ ବିତିଗଲା ୩ ବର୍ଷ, ହେଲେ ପୋଲ ତ ଦୂରର କଥା ପୋଲ ପାଇଁ ଛିଡ଼ା ହେବାକୁ ଥିବା ପିଲାରଟିଏ ଦେଖିପାରିଲେନି ଏଠିକାର ବାସିନ୍ଦା । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)