Advertisment

BJD Leader Dillip Nayak: ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା EOW

ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଘାଣ୍ଟୁଛି EOW । ଜମି ସଂପର୍କିତ ଠକେଇ ମାମଲାରେ ଉଠାଇ ନେଇଥିବା ସୂଚନା । ନିମାପଡ଼ା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ଦିଲ୍ଲୀପ ନାୟକ । ରାଜନୈତିକ ଆକ୍ରୋଶରୁ ଏଭଳି ପଦକ୍ଷେପ କହିଲେ ଦିଲ୍ଲୀପ ।

author-image
Chinmayee Sahoo

BJD Leaders
Advertisment
Advertisment