Advertisment

ଲକ୍ଷ୍ମୀ ବସ ବନ୍ଦ ହେବାରୁ ରାଗିଲେ ମାଉସୀ

ଲକ୍ଷ୍ମୀ ବସ ବନ୍ଦ ହେବାରୁ ରାଗିଲେ ମାଉସୀ। ଝିଅ ଘରକୁ କେମିତି ସାବିତ୍ରୀ ପାଇଁ ଆମ୍ବ ନେଇକି ଯିବି ବୋଲି କଲେ ପ୍ରଶ୍ନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ୩ ଦଫା ଦାବି ନେଇ ଲକ୍ଷ୍ମୀ ବସ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି !

author-image
Sujit kumar Swain

Bus Services
Advertisment
Advertisment