ପୋଖରୀ ପୁନରୁଦ୍ଧାର ନାଁରେ ସାଂସଦ ପାଣ୍ଠିରୁ ହରିଲୁଟ୍ ।
Published By: Sonali Ojha
Last updated: 06 April 2024, 01:16 PM IST
କୂଳ ଖାଉଛି ବୈତରଣୀ । ନଦୀରେ ସୁରକ୍ଷା ବନ୍ଧର ନିର୍ମାଣ ନେଇ ନାଁ ଧରୁନି ପ୍ରଶାସନ । ଯାହାକୁ ନେଇ ତାତିଲେଣି ନଦୀ କୂଳିଆବାସୀ । ଆଉ କହିଲେଣି ନଦୀରେ ସୁରକ୍ଷା ବନ୍ଧ ନାହିଁ ତ ଭୋଟ୍ ନାହିଁ ।