Laba Hansda
ପ୍ରେମିକା ଆତ୍ମହତ୍ୟା ମାମଲାରେ ବିବାଦ ଘେରରେ ଛନ୍ଦି ହୋଇଥିବା ବହୁଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦାଙ୍କ ବିରୋଧରେ ଏକ ବଡ଼ ଖୁଲାସା ହୋଇଛି । ଲବ ପୂର୍ବରୁ ବିବାହିତ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଲବଙ୍କ ପତ୍ନୀ ଓ ଝିଅ ବର୍ତ୍ତମାନ ଭଦ୍ରକରେ ରହୁଛନ୍ତି । ଆଜି କ୍ୟାମେରା ସାମ୍ନାରେ ଏହି ସୂଚନା ଦେଇଛନ୍ତି ଲବଙ୍କ ବଡ଼ବାପା ପୁଅ ଭାଇ । ଏଥିସହ ଲବଙ୍କ ସହିତ ତାଙ୍କର ସମ୍ପର୍କ ନଥିବା ସେ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)