Lab Hansda
ପ୍ରେମିକା ସୋଲମୀ ମୁର୍ମୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିବାଦ ଘେରରେ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦା । ଲବ ପୂର୍ବରୁ ବିବାହିତ ଥିବା ଜଣାପଡିଛି । ତାଙ୍କର ଗୋଟିଏ ୧୦ ବର୍ଷର ଝିଅ ମଧ୍ୟ ରହିଛି । ତେବେ ବର୍ତ୍ତମାନ ସେ ନିଜ ପତ୍ନୀ ଓ ପିଲା ସହ ସମ୍ପର୍କ ରଖିନଥିବା କହିଛନ୍ତି ତାଙ୍କର ପତ୍ନୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)