Advertisment

ମୁଁ ଟିକେ ମୋବାଇଲ ଦେଖିନିଏ ମ...! ଲୋକଙ୍କ ଅଭିଯୋଗ ଚୁଲିକୁ ଯାଉ

ଲୋକଙ୍କ ଅଭିଯୋଗ ଚୁଲିକୁ ଯାଉ... ମୁଁ ଟିକେ ମୋବାଇଲ ଦେଖିନିଏ ମ...! ଲୋକଙ୍କ ଅଭିଯୋଗ ଶୁଣିବାକୁ ଆସିଥିଲେ ସରକାରୀ ବାବୁ ଆଉ ଅଭିଯୋଗ ଶୁଣିବେ କଣ କିଏ ମୋବାଇଲରେ ବସି ଭିଡିଓ ଦେଖୁଛି ତ କିଏ ଘୁମେଇ ପଡ଼ିଛି ଆଉ କିଏ ଗପସପରେ ମାତିଛନ୍ତି। ଦେଖନ୍ତୁ କୋରାପୁଟ ବୋରିଗୁମ୍ମା ବ୍ଲକ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳର ଏଦୃଶ୍ୟ...

author-image
Manasranjan Mohanty