ଆମେରିକାର ହ୍ୟୁଷ୍ଟନ ପରେ ଏଥର ଖୋଦ୍ ଆମ ରାଜ୍ୟରେ ଅଦିନରେ ଗଡିଛି ରଥ । ନୂଆପଡ଼ା ଜିଲ୍ଲା କୋନାବିରା ଗାଁରେ ଅଦିନ ରଥଯାତ୍ରା ।
Published By: Swadesi Megha Mallhar Prusty
Last updated: 16 November 2024, 10:29 AM IST
ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ମନେ ଭାବି ହେଉଥିଲେ।