KIMS Built With Government Assistance
ନିଜ ସଂସ୍ଥା କିଟ୍ ଓ କିସ୍ ଜରିଆରେ କେବଳ ଜମି କେଳେଙ୍କାରୀରେ ସୀମିତ ନାହାନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ସ୍ବାସ୍ଥ୍ୟସେବା ନାଁରେ ସରକାରୀ କଳକୁ ହାତ କରି ରାଜକୋଷକୁ ବି କଳାକନା ବୁଲାଇଛନ୍ତି ଅଚ୍ୟୁତ। କୋଭିଡ୍ ଭଳି ମହାମାରୀ ସମୟରେ ଯେତେବେଳେ ସାରା ଦେଶ ଘଡ଼ିସନ୍ଦି ମୁହୂର୍ତ୍ତରେ ଗତି କରୁଥିଲା, ସେତେବେଳେ ଚିକିତ୍ସା ନାଁରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଲୁଟିବାରେ ବ୍ୟସ୍ତ ଥିଲେ ଅଚ୍ୟୁତ ଓ ତାଙ୍କ ଦ୍ବାରା ପରିଚାଳିତ ଘରୋଇ ମେଡିକାଲ୍ କଲେଜ କିମ୍ସ। ଅଭିଯୋଗ ଏହା ବି ହୁଏ, CAG ଅଡିଟ୍ ପାଇଁ ହୋଇଥିବା ଦାବିକୁ ବି ନିଜ ପତିଆରା ତଳେ ଚାପି ଦେଇଥିଲେ ସେ। ‘କୋଭିଡ୍ରୁ ବି ଲୁଟିନେଲେ ଅଚ୍ୟୁତ’।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)