Advertisment

ତୁରନ୍ତ କ୍ୟାମ୍ପସ୍ ଛାଡ଼

ତୁରନ୍ତ କ୍ୟାମ୍ପସ୍ ଛାଡ଼ । ଯୁଆଡ଼େ ତୁମେ ସୁରକ୍ଷିତ, ସିଆଡ଼େ ଚାଲି ଯାଅ। କିଟ୍ କ୍ୟାମ୍ପସ ଭିତରର ଏପରି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଅସହାୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଏପରି ଧମକ ଦେଇ କ୍ୟାମ୍ପସରୁ ତଡ଼ିଛନ୍ତି କିଟ୍ ଅଧିକାରୀ।

author-image
Sujit kumar Swain

ତୁରନ୍ତ କ୍ୟାମ୍ପସ୍ ଛାଡ଼ । ଯୁଆଡ଼େ ତୁମେ ସୁରକ୍ଷିତ, ସିଆଡ଼େ ଚାଲି ଯାଅ। କିଟ୍ କ୍ୟାମ୍ପସ ଭିତରର ଏପରି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଅସହାୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଏପରି ଧମକ ଦେଇ କ୍ୟାମ୍ପସରୁ ତଡ଼ିଛନ୍ତି କିଟ୍ ଅଧିକାରୀ।

Advertisment
Viral Video KIIT University
Advertisment
Advertisment