Special Story: KIIT Under Scrutiny After Two Nepali Students Die by Suicide in Three Months
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: KIIT Under Scrutiny After Two Nepali Students Die by Suicide in Three Months
ଖୁବ୍ଶୀଘ୍ର ତଦନ୍ତ ସାର । ୯ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କର । ୩ ମାସରେ କିଟ୍ ରେ ୨ ଛାତ୍ରୀଙ୍କ ମୃତ୍ୟୁ ଘୋର ଉଦ୍ ବେଗଜନକ । କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଏପରି କିଛି ଉଲ୍ଲେଖ କରି ଆକ୍ସନ ନେଇଛି NHRC । ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ନୋଟିସ୍ ଜାର କରି ଉଦ୍ବେଗ ପ୍ରକାଶ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)