ଧମକ ଦେଲା, ବସ୍ ଚଢ଼ାଇଲା
ପୁଣି ସାମ୍ନାକୁ ଆସିଲା କିଟର ଦୋମୁହାଁ ଚେହେରା। ଓଡ଼ିଶାକୁ ଲଜ୍ଜିତ କରି ମଧ୍ୟ ସୁଧୁରିଲାନି ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନ। ଏପଟେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଭୁଲ ମାଗିଥିବା ବେଳେ ସେପଟେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୁଣି ଧମକାଇଲା କିଟ୍। ତୁମ ବ୍ୟାଚର ପିଲାଙ୍କୁ ପ୍ଲେସମେଣ୍ଟ ମିଳିବ ନାହିଁ ବୋଲି ରୋକଠୋକ୍ ଶୁଣାଇଲା। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା କରିବା ବାହାନାରେ ଡାକି କିଟ୍ ଦେଇଛି ଧମକ। ଏନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)