କାଲି ‘କିଟ୍ କାଣ୍ଡ’ ଶୁଣାଣି
କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ପ୍ରାୟ ଅଢ଼େଇ ମାସ ପୂରିଲା, ହେଲେ ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ଏଯାଏଁ ରାଜ୍ୟ ସରକାରଙ୍କୁ ମିଳିଲା ନାହିଁ। ଅନ୍ୟପକ୍ଷରେ NHRC ଟିମ୍ ନିଜ ତଦନ୍ତ ପରେ କିଟ୍ ଓ କିସ୍ ର ଗୁମର ଖୋଲି ଗତ ମାର୍ଚ୍ଚ ୨୭ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଗତ ୯ ତାରିଖରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିବା ବେଳେ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)