Journalist attacked
ଗୋଡ଼ହାତ ବାନ୍ଧି ପ୍ରବଳ ମାଡ଼ ଦେଲେ । ମୋବାଇଲ, ବୁମ୍ ଏବଂ ATM କାର୍ଡ ଲୁଟିଲେ । ସୁନାଚେନ ବି ବେକରୁ ଝାମ୍ପିଲେ । ପିଟିପିଟି ଦରମରା କଲା ପରେ ଗାଁ ମୁଣ୍ଡରେ ଥିବା ଗୋଠରେ ଗୋଡହାତ ବାନ୍ଧି ଫିଙ୍ଗିଦେଲେ । ଖାଲି ସେତିକି ନୁହେଁ, ଗାଁ ମନ୍ଦିରରେ ରାଣ ଖୁଆଇ, ଘଟଣା ପ୍ରଘଟ ନକରିବା ପାଇଁ ଚେତାବନୀ ଦେଲେ । ପ୍ରଘଟ କଲେ ହତ୍ୟା କରିବାକୁ ବି ମିଳିଥିଲା ଧମକ । ଦିନ ଦ୍ବିପ୍ରହରେ ଚାଲିଥିଲା କଙ୍ଗାରୁ କୋର୍ଟ । ଦୁଇ ଘଣ୍ଟା ପରେ ଉଦ୍ଧାର ହେଲେ ସାମ୍ବାଦିକ । ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଳକ କୁଲଥିପାଲି ଗାଁରେ ଘଟିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)