ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ମାଗିଲେ ମଞ୍ଜୁଶ୍ରୀ
ମିଞ୍ଜି ମିଞ୍ଜି ହେଉଛି ଯାତ୍ରା ଜଗତର ସ୍ବର। ଯାହାଙ୍କ କଣ୍ଠରୁ ବାହାରୁଥିବା ଗୀତରେ ଦିୱାନା ଥିଲେ ଦର୍ଶକ ଆଜି ସେ ଚୁପ୍। କିଡନୀ ରୋଗରେ ପୀଡ଼ିତ ସିଙ୍ଗର ମଞ୍ଜୁଶ୍ରୀ ମଣ୍ଡଳ। ଦୁଇଟି ଯାକ କିଡନୀ ଖରାପ ହେବା ପରେ ଏବେ ଚିକିତ୍ସା ପାଇଁ ହେଉଛନ୍ତି ହନ୍ତସନ୍ତ। କିଡନୀ ପ୍ରତିରୋପଣ ହେବାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକତା ଥିବାରୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ମାଗିଛନ୍ତି ମଞ୍ଜୁଶ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)