ଜେଲ୍ ଅଧିକାରୀ ଓ କଏଦୀଙ୍କ ଭିତରେ ଚାଲିଛି କି ମଧୁଚନ୍ଦ୍ରିକା ? କାରଣ ସୁରକ୍ଷା ବଳୟକୁ ଭେଦ କରି କାରାଗାରର ଚାରିକାନ୍ଥ ଭିତରକୁ ପଶୁଛି ମାଳ ମାଳ ନିଶା ସାମଗ୍ରୀ । ଜେଲ୍ ଭିତରେ ଗ୍ୟାଙ୍ଗ ତିଆରି କରୁଛନ୍ତି କଏଦୀ । କେବଳ ଯେ ଜେଲ୍ ମୁଖିଆଙ୍କ ଜାଣତରେ ଏସବୁ ଘଟୁଛି ତା’ନୁହେଁ, ବରଂ ଏହା ପଛରେ ବଡ଼ ସାଜିସ୍ ଥିବା ଅଭିଯୋଗ ଉଠିଛି। ଯାହାର ସଦ୍ୟ ଉଦାହରଣ ହେଉଛି, ଝାରପଡ଼ା ଜେଲ୍।
Published By: Satyendu Shekher Mishra
Last updated: 03 September 2024, 10:02 PM IST
ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ବିଶୃଙ୍ଖଳିତ ହୋଇଯାଏ ଦାଂପତ୍ୟ ଜୀବନ। ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜିଦେଉଥିବା ବାପା, ମା’ ବି ବେଳେବେଳେ ନିଜ ଇଚ୍ଛାକୁ ଲଦି ଦିଅନ୍ତି ପିଲାଙ୍କ ଉପରେ । ଏଠି କିନ୍ତୁ ସାହସ ଦେଖାଇ, ନବବଧୂ ଫେରିଯାଇଛି ପ୍ରେମିକ ପାଖକୁ, ତା’ପୁଣି ଚତୁର୍ଥୀରେ।