Advertisment

Indravati Reservoir: ଜୀବନ ସହ ଜୀବିକା ଗଲା, ତଥାପି ଦୂର ହେଲାନି ଦୁର୍ଦ୍ଦଶା

ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ବିସ୍ଥାପିତ । କେଉଁଠି ବିଜୁଳି ନାହିଁ ତ କେଉଁଠି ଯାତାୟାତ ପାଇଁ ବାଟ ନାହିଁ । କେଉଁଠି ସ୍କୁଲ୍ ନାହିଁ ତ ଆଉ କେଉଁଠି ସ୍ବାସ୍ଥ୍ୟସେବା ଅପହଞ୍ଚ । ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଡଙ୍ଗା ହିଁ ପାଲଟି ଥାଏ ଏକମାତ୍ର ଭରସା ।

author-image
Santosh Kumar Sahoo

ଜୀବନ ସହ ଉଜୁଡ଼ିଯାଇଛି ଜୀବିକା । ସ୍ବପ୍ନ ଆଉ ଭବିଷ୍ୟତ କହିଲେ କିଛି ବି ନାହିଁ । କେବଳ ଭିଟାମାଟିକୁ କାମୁଡ଼ି ପଡ଼ି ରହିଛନ୍ତି ଦଶନ୍ଧି ଦଶନ୍ଧି ଧରି । ତାହାରି ଭିତରେ ତିଆରି ହୋଇଛି ମାଳ ମାଳ ସରକାରୀ ଯୋଜନା । ନିର୍ବାଚନ ହୋଇଛି, ନେତା ବଦଳିଛନ୍ତି । ହେଲେ ଦୁର୍ଭାଗ୍ୟ, ବଦଳିପାରିନି ଭାଗ୍ୟ। 

Advertisment
Kalahandi Indravati Irrigation Project
Advertisment
Advertisment