IIC
କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ବାମୀଙ୍କ ଦବଙ୍ଗଗିରି । ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ବାମୀ ଅନିରୁଦ୍ଧ ମହାପାତ୍ର। ମାଡ଼ ସହ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଆଇଆଇସିଙ୍କ ସ୍ବାମୀଙ୍କ ଉନ୍ମତକାଣ୍ଡ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)