Advertisment

ଟେବୁଲ୍‌ ତଳେ ହେଉଥିଲା କାରବାର

ଧର୍ମଗଡ ଉପଜିଲ୍ଲାପାଳଙ୍କ ସରକାରୀ କ୍ବାର୍ଟର୍ସରୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଛି । ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଟିମ୍‌।

author-image
Santosh Kumar Sahoo

ଥାକ ମାରି ଥୁଆ ହୋଇଛି ବିଡ଼ା ବିଡା ଟଙ୍କା। ଖଟ ଉପରେ ପଡିଛି ପୁଳା ପୁଳା ୫ ଶହ ଟଙ୍କିଆ ବଣ୍ଡଲ। ଭିଜିଲାନ୍ସ ଯାଞ୍ଚ ବେଳେ କୁବେର ଆଇଏସ୍‌ ବାବୁଙ୍କ ଘରୁ ମିଳିଛି ଏସବୁ। ଧର୍ମଗଡ ଉପଜିଲ୍ଲାପାଳଙ୍କ ସରକାରୀ କ୍ବାର୍ଟର୍ସରୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଛି । ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଟିମ୍‌। 

Advertisment
Vigilance Raid Dharmagarh IAS Officer
Advertisment
Advertisment