Advertisment

ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା

ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହା ପୂର୍ବରୁ ଆଜି ସଂଧ୍ୟାରୁ ହିଁ ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ଚାଲି ଚାଲି ଯିବା ବି ଏକ ପ୍ରକାର ଅସମ୍ଭବ ହୋଇପଡିଛି।

author-image
Santosh Kumar Sahoo

ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ଏହା ପୂର୍ବରୁ ଆଜି ସଂଧ୍ୟାରୁ ହିଁ ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ଚାଲି ଚାଲି ଯିବା ବି ଏକ ପ୍ରକାର ଅସମ୍ଭବ ହୋଇପଡିଛି। ପୁରୀ ବାଲିସାହି ରାସ୍ତାରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି। ଗାଡି ମଟର ଚଳାଇବା ଅସମ୍ଭବ ହୋଇପଡିଛି। ବାଲିସାହି ବାଟ ଦେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିର ଓ ସ୍ବର୍ଗଦ୍ବାରକୁ ଯାତାୟତ କରିଥାନ୍ତି। କିନ୍ତୁ ଭିଡ଼ ଯୋଗୁଁ ଏବେ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛି।

Advertisment
Srimandir Snana Purnima Traffic Jam
Advertisment
Advertisment