ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ଭିଡ଼ ଭିତରେ ଆକ୍ତାମାକ୍ତା ହେଲେ ଭକ୍ତ ଏବଂ ଶ୍ରଦ୍ଧାଳୁ । ବାହାର କାଠ ଦର୍ଶନ ବେଳେ ଠେଲାପେଲାରେ ଅସୁସ୍ଥ ହୋଇପଡ଼ିଲେ ୧୦ ଭକ୍ତ । ଆସନ୍ତାକାଲି ଓ ୧ ରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ । ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା ।
Published By: Sujit kumar Swain
Last updated: 30 December 2024, 09:42 PM IST
ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍ ଫୋସିଟି ଥାନା ପୋଲିସର ତଦନ୍ତ ଜାରି ରଖିଛି ।