ହାତ ପାଖରେ ଆୟୁଷ୍ମାନ କାର୍ଡ !
ଓଡ଼ିଶାରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଜନ ଆରୋଗ୍ୟ ଯୋଜନାରେ ପ୍ରାୟ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରକୁ ଆୟୁଷ୍ମାନ କାର୍ଡ ବଣ୍ଟନର ଲକ୍ଷ୍ୟ ରଖାଯାଇଛି। ତେବେ ଆଜି ଜାଣନ୍ତୁ, ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିବାର ସହଜ ଓ ସରଳ ଉପାୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)