ଭିତରକନିକା ଜଙ୍ଗଲ ମଧ୍ୟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବିରାଟକାୟ ବଉଳା କୁମ୍ଭୀର, ଶିକାର କରୁଛି ଜଙ୍ଗଲୀ ବାରାହା। କୁମ୍ଭୀରର ଏହି ଆକ୍ରମଣାତ୍ମକ ଶିକାରକୁ ଦେଖି ତାଳଚୂଆ ରାଜେନ୍ଦ୍ର ନଗର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଦେଖନ୍ତୁ ଚିତ୍ର...
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)