Advertisment

Low Pressure: ପୁଣି ଆସୁଛି ଲଘୁଚାପ, ପୂଜା ବଜାରକୁ ଧୋଇଦେବ କି ବର୍ଷା ?

ଅକ୍ଟୋବର ୧ରେ ଆଉ ଏକ ଲଘୁଚାପ। ଅକ୍ଟୋବର ୨ରେ ଅବପାତ। ବର୍ଷା ପାଇଁ ଓଡିଶାକୁ ରେଡ୍ ଆଲର୍ଟ। କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂଜା ବଜାରକୁ ଧୋଇଦେବ କି ବର୍ଷା ?

author-image
Tapan Swain

ଅକ୍ଟୋବର ୧ରେ ଆଉ ଏକ ଲଘୁଚାପ। ଅକ୍ଟୋବର ୨ରେ ଅବପାତ। ବର୍ଷା ପାଇଁ  ଓଡିଶାକୁ ରେଡ୍ ଆଲର୍ଟ। କିଛି ଜିଲ୍ଲାରେ ଅତିପ୍ରବଳ  ବର୍ଷା ହେବାର ସମ୍ଭାବନା ରହିଛି। ପୂଜା ବଜାରକୁ ଧୋଇଦେବ କି ବର୍ଷା ? 

Advertisment
Another Low Pressure
Advertisment
Related Articles
Advertisment