Advertisment

ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଶାରୀରିକ ପରୀକ୍ଷା ବେଳେ ଅଘଟଣ ଦେବଗଡ଼ରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ଅଘଟଣ। ରିଜର୍ଭ ପୋଲିସ ପଡିଆରେ ଦୌଡ଼ିବା ବେଳେ ଅଚେତ ହୋଇପଡ଼ିଲେ ପରୀକ୍ଷାର୍ଥୀ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ।

author-image
Saroj Kumar Jena

ଶାରୀରିକ ପରୀକ୍ଷା ବେଳେ ଅଘଟଣ
ଦେବଗଡ଼ରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ଅଘଟଣ। ରିଜର୍ଭ ପୋଲିସ ପଡିଆରେ ଦୌଡ଼ିବା ବେଳେ ଅଚେତ ହୋଇପଡ଼ିଲେ ପରୀକ୍ଷାର୍ଥୀ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ। 

Advertisment
Odisha Forest Homeguard
Advertisment
Advertisment