Advertisment

Hirakud Dam: ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ

ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ । ଅନୁଧ୍ୟାନ ପାଇଁ କାଲି ଆସୁଛନ୍ତି CWC ବିଶେଷଜ୍ଞ ଟିମ୍ । କେନ୍ଦ୍ର ସରକାରଙ୍କ ଡ୍ରିପ-ଥ୍ରୀ ପ୍ରୋଗ୍ରାମରେ ହେବ ପ୍ରକଳ୍ପ । ବିଶ୍ୱ ବ୍ୟାଙ୍କ ଯୋଗାଇ ଦେବ ୮୮୪ କୋଟି । ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଗ୍ଲୋବାଲ ଟେଣ୍ଡର ।

author-image
Deviprasad Jena

ହୀରାକୁଦ ଡ୍ୟାମରେ ୨ଟି ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ନେଇ ବଢିଲା ଆଶା। କେନ୍ଦ୍ର ସରକାରଙ୍କ ଡ୍ରିପ୍-୩ କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ୍ ଯୋଗାଇ ଦେବ ୮୮୪ କୋଟି ଟଙ୍କା । ପୂର୍ବ ବିଜେଡି ସରକାର ଅମଳରେ ବନ୍ଦ ହୋଇପଡିଥିବା ଏହି ପ୍ରକଳ୍ପର ପୁନଃନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି। ଖୁବଶୀଘ୍ର ଗ୍ଲୋବାଲ ଟେଣ୍ଡର ବି ହେବ। ଏଥିପାଇଁ ପ୍ରକଳ୍ପ ସ୍ଥଳର ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆସୁଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଟିମ୍।

Advertisment
Hirakud Dam Hirakud
Advertisment
Advertisment