Advertisment

ଖୋଲିଲା ହୀରାକୁଦ ଗେଟ୍

ପୁଣି ଗେଟ୍ ଖୋଲିଲା ହୀରାକୁଦ। ଆଜି ଆଉ ୪ଟି ଗେଟ୍ ଖୋଲିଛି। ଉପରମୁଣ୍ଡରେ ବର୍ଷା ଓ ବନ୍ୟା ଜଳ ପ୍ରବେଶ ପରେ ଫୁଲୁଛି ହୀରାକୁଦ ଡ୍ୟାମ୍। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି।

author-image
Manasranjan Mohanty