#୪ଦିନ_ଝଡ଼ବର୍ଷା!
ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ସମ୍ଭାବନା। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହେବ କାଳବୈଶାଖୀ ବର୍ଷା। ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
Published By: Saroj Kumar Jena
Last updated: 14 April 2025, 04:31 PM IST
ଦୁଇବର୍ଷ ତଳ ଏଇଠି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗୋଟେପଟେ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ପାଇଁ ଉତ୍ସବ ଆଉ ଗୋଟେ ପଟେ ସୁରକ୍ଷା ଚିନ୍ତା