Advertisment

ସ୍କୁଲରେ ମଦ ପିଇବା ପଡ଼ିଲା ମହଙ୍ଗା

ସ୍କୁଲରେ ରାତ୍ରିରେ ମଦ ପିଇବା ପଡ଼ିଲା ମହଙ୍ଗା। ନିଲମ୍ବିତ ହେଲେ ମଦ ପିଇଥିବା ପ୍ରଧାନ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା କୋଲାବିରା ବ୍ଲକ ସନ୍ୟାସୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପଟେଲ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ଅନ୍ୟ ସ୍କୁଲ ର ଅନ୍ୟ ୨ ଜଣ ଶିକ୍ଷକ ରହି ମଦ୍ୟପାନ କରୁଥିବା ସାମ୍ନାକୁ ଆସିଛି।

author-image
Manasranjan Mohanty