Anganwadi Recruitment
ଅଙ୍ଗନବାଡ଼ି ପାଇଁ ଆସିଲା ନୂଆ ନିୟମ । ଏଣିକି ଆଉ ଚଳିବନି ୧୦ମ ପାସ୍ । ସୁପରଭାଇଜର ଯୋଗ୍ୟତା ରହିବ ଗ୍ରାଜୁଏସନ । ରାଜ୍ୟରେ ଅଙ୍ଗନବାଡ଼ି ଚାକିରି ପାଇଁ ଆଶାୟୀ ରହିଥିବା ଯୁବତୀ ଏଣିକି ଆଉ ୧୦ମ ପାସ୍ କରିଥିଲେ ସୁପରଭାଇଜର ପାଇଁ ଆବେଦନ କରିବାରିବେ ନାହିଁ । କାରଣ ରାଜ୍ୟ ସରକାର ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)