Special Story: Govt Scheme in Shambles: Sanitary Kit Packs Found Damaged & Unused at Bhadrak School
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Govt Scheme in Shambles: Sanitary Kit Packs Found Damaged & Unused at Bhadrak School
ସରକାର୍ କେ ମାଲ୍, ଦରିଆ ମେ ଡାଲ୍। କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ସହର ବାଙ୍କସାହି ୟୁପି ସ୍କୁଲରେ। ପୂର୍ବ ସରକାର ଆରମ୍ଭ କରିଥିବା ଖୁସି ଯୋଜନାରେ ଶହ ଶହ ସାନିଟାରୀ ନାପକିନ୍ ପ୍ୟାକେଟ୍ ସ୍କୁଲକୁ ଆସି, ପଡ଼ି ପଡ଼ି ନଷ୍ଟ ହୋଇଯାଇଥିବା ଏବଂ ଏଣେତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)