Advertisment

ନୁଆଁଣିଆ ଚାଳ ଘରେ ବଢ଼ୁଛି ସୁନା ଝିଅ, ନିଶ୍ଚୟ ଦିନେ ନାଁ ରଖିବ

ଏ ଭଙ୍ଗା ନୁଆଁଣିଆ ଚାଳ ଘରେ ଭବିଷ୍ୟତ ଗଢ଼ୁଛି ସୁନା ଝିଅ । ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛି । ୟୁଟ୍ୟୁବ୍‌ରୁ ରୋଜଗାର କରି ପରିବାର ଚଢ଼ଳାଇବା ସହ ନିଜେ ପାଠ ପଢ଼ୁଛି ।

author-image
Namita Biswal
ଅଦ୍ୟତନ ହୋଇଛି

ଏ ଭଙ୍ଗା ନୁଆଁଣିଆ ଚାଳ ଘରେ ଭବିଷ୍ୟତ ଗଢ଼ୁଛି ସୁନା ଝିଅ । ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛି । ୟୁଟ୍ୟୁବ୍‌ରୁ ରୋଜଗାର କରି ପରିବାର ଚଢ଼ଳାଇବା ସହ ନିଜେ ପାଠ ପଢ଼ୁଛି । ଗରିବ ବାପାର କାନ୍ଧରେ କାନ୍ଧ ମେଳାଇ ପରିବାର ଲୋକଙ୍କ ପାଖରୁ କାଢ଼ି ନେଉଛି ଦାୟିତ୍ୱର ବୋଝ । ଅଭାବ ଅନାଟନ ଭିତରେ ଦିନ କାଟୁଛି ଏ ପରିବାର । ଗୁହାଳ ସହ ଜରିପାଲ ଢଙ୍କା ଘରେ ରହୁଛନ୍ତି ଏମାନେ । ସରକାରୀ ସହାୟତା ନାହିଁ, ଦୁଇ ଦୁଇ ଜଣ ମେଧାବୀ ଛାତ୍ରଛାତ୍ରୀ ଥିଲେ ବି ପଢ଼ିବାକୁ ମିଳୁନି ସରକାରୀ ସହାଯ୍ୟ । 

Advertisment
Jajpur Inspiring Story Odisha
Advertisment
Advertisment