Advertisment

ବନ୍ଧା ହେଲେ ଫେରାର ଏସଆଇ

ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ଫେରାର ନିଲମ୍ବିତ ପୋଲିସ ଏସଆଇ ଅମିତ ପାଢ଼ୀ । ଅମିତଙ୍କୁ ରାଜ୍ୟ ବାହାରରୁ ଗିରଫ କରିଛି ଜଗତସିଂହପୁର ପୋଲିସର ୪ ଜଣିଆ ଟିମ୍ ।

author-image
Chinmayee Sahoo

ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ଫେରାର ନିଲମ୍ବିତ ପୋଲିସ ଏସଆଇ ଅମିତ ପାଢ଼ୀ । ଅମିତଙ୍କୁ ରାଜ୍ୟ ବାହାରରୁ ଗିରଫ କରିଛି ଜଗତସିଂହପୁର ପୋଲିସର ୪ ଜଣିଆ ଟିମ୍ ।

Advertisment
Odisha Police Sub Inspector Arrested
Advertisment
Advertisment