Special Story: From Retail Shop to Hotel Empire: The Rapid Rise of Priyanka Senapati\'s Father
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: From Retail Shop to Hotel Empire: The Rapid Rise of Priyanka Senapati\'s Father
ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍ ? ତେଜରାତି ଦୋକାନୀରୁ ସିଧା ବନିଗଲେ ଚାରି ଚାରିଟା ହୋଟେଲ୍ ମାଲିକ । ଝିଅ ବୁଲୁଥିଲା ଫରେନ୍ ରେ ବାପା ରହୁଥିଲେ ପୁରୀରେ । ୟୁଟ୍ୟୁବ୍ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା । ଯାହାକୁ ନେଇ ଏବେ ଅସୁମାହିତ ପ୍ରଶ୍ନ ଛିଡ଼ା ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)