Advertisment

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ଖରାଦିନ ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ । ମୟୂରଭଞ୍ଜରୁ ସୁନ୍ଦରଗଡ଼, ନୂଆପଡ଼ାରୁ ଅନୁଗୁଳ । ସବୁଠି ଜଳୁଛି ଜଙ୍ଗଲ । ନଷ୍ଟ ହେଲାଣି ହେକ୍ଟର ହେକ୍ଟର ଜଙ୍ଗଲ । ଆଜି ଗୋଟିଏ ଦିନରେ ରାଜ୍ୟର ୨୭୫ ପଏଣ୍ଟରେ ନିଆଁ ଲାଗିଛି । ପିସିସିଏଫ୍ କହିଛନ୍ତି, ଅଧିକାଂଶ ନିଆଁ ମନୁଷ୍ୟକୃତ ଏବଂ ବନ ବିଭାଗର ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁକୁ ରୋକାଯାଇ ପାରିଛି ।

author-image
Sujit kumar Swain

Forest Fires
Advertisment
Advertisment