Special Story: First COVID-19 Case Detected in Bhubaneswar Amid National Resurgence
#ଓଡ଼ିଶାରେ_କରୋନା, #ପୁଣି_ହେବ_କି_ଲକ୍ଡାଉନ୍
କରୋନା ରିଟର୍ଣ୍ଣସ୍। ପୁଣି ଫେରିଲା କୋଭିଡ ଭାଇରସ୍। ୩ ବର୍ଷ ପରେ କଡ ଲେଉଟାଇଛି କୋଭିଡ-୧୯। ଚୀନ୍ ଓ ସିଙ୍ଗାପୁରରେ ସଂକ୍ରମଣ ବ୍ୟପିବା ପରେ ଭାରତରେ ପଶିଥିଲା ଛନକା। ଦୁଇ ଦିନ ତଳେ ମୁମ୍ବାଇରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ପରେ ଆଲାରାମ୍ ବଜାଇଥିଲା କରୋନା। ଏବେ ଓଡ଼ିଶାରେ ଜଣେ ପଜିଟିଭ ବାହାରିବା ପରେ ଭୟ ବଢ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)