Advertisment

ଏ କଣ କଲେ ପଲେଇ ବାବୁ ?

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏସ ଏସ ଆଇ ହେଉଛନ୍ତି ଶୈଳେନ୍ଦ୍ର ପଲେଇ । ମୃତ ଯୁବତୀଙ୍କ ବାପା କୁଆଡେ ପଲେଇବାବୁଙ୍କ ପାଖକୁ ଯାଇଥିଲେ ମାମଲା ଦେବାକୁ । ଝିଅ ଜଣେ ଯୁବକକୁ ଭଲ ପାଉଥିଲେ। ବ୍ରେକ ଅପ ପରେ ଯୁବକ ଜଣଙ୍କ ଗତ କିଛିଦିନ ଧରି ଯୁବତୀଙ୍କୁ ବ୍ଲାକମେଲ କରୁଥିଲେ। ଏହି ଅଭିଯୋଗ ନେଇ ଯୁବତୀଙ୍କ ବାପା ପଲେଇବାବୁଙ୍କୁ ଦେଇଥିଲେ । ପଲେଇବାବୁ କୁଆଡେ ତାଙ୍କୁ କହିଥିଲେ ପୁଅର ନମ୍ବରକୁ ବ୍ଲକ କରିଦିଅ, ସବୁ କିଛି ଠିକ ହୋଇଯିବ ।

author-image
Chinmayee Sahoo

Kendrapada
Advertisment
Advertisment