ଏଥର ନିର୍ବାଚନରେ ଚାଷ ଓ ଚାଷୀ ଥିଲା ପ୍ରମୁଖ ମୁଦ୍ଦା । ବିଜେପିର ପ୍ରତିଶ୍ରୁତି ମୁତାବକ, ସରକାର ବି କ୍ୱିଣ୍ଟାଲ ପିଛା ୮ ଶହ ଇନପୁଟ୍ ଆସିଷ୍ଟାଣ୍ଟନ୍ସ ଦେଇ, ଚାଷୀଙ୍କ ପାଖରୁ ୩୧ଶହରେ ଧାନ କିଣୁଛନ୍ତି । ମନ୍ତ୍ରୀମାନେ ମଣ୍ଡିରୁ ମଣ୍ଡି ବୁଲିବାର ବି ଦେଖାଯାଉଛି । ହେଲେ ଅନେକ ମଣ୍ଡିରେ ବାସ୍ତବ ଚିତ୍ର ପୂରା ଅଲଗା । ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି FAQ ମାନ । ତେଣୁ ଧାନ ବିକିବାକୁ ଏବେ ଦଲାଲ ଖୋଜୁଛି ଚାଷୀ ।
Published By: Santosh Kumar Sahoo
Last updated: 17 December 2024, 10:36 PM IST
ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ ।