Advertisment

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ।

author-image
Santosh Kumar Sahoo

ନାକେଦମ୍ କରୁଛି ନକଲି ଡିଏସପିର ନକଲ ଫଣ୍ଡା। ନିଦ ହଜିଗଲାଣି କମିଶନରେଟ୍ ପୋଲିସର। ନକଲି ଡିଏସପିର ମୂଳ ଖୋଜିବାକୁ ଧା’ ଦୌଡ଼ ଭିତରେ ସାମ୍ନାକୁ ଆସିଛି, ଭୁବନେଶ୍ବରରେ ପିସିଆର୍ କଣ୍ଟ୍ରୋଲ ରୁମରେ ବସି ଡ୍ୟୁଟି କରୁଥିବାର ଚିତ୍ର। ଏପରିକି ଡିଏସପି ରାଙ୍କକୁ ପ୍ରମୋଶନ ପାଇଥିବାର ଏକ ଚିଠି ବି ନକଲି ଡିଏସପି ମାନସ ସେନାପତିର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ମିଳିଛି। ଏସବୁ ଫଟୋ ଏବଂ ଚିଠି ସତ ନା ମିଛ, କମିଶନରେଟ୍ ପୋଲିସ ତାହାର ଯାଞ୍ଚ ଚଳାଇଛି।

Advertisment
Bhubaneswar Fake Police
Advertisment
Advertisment