Excise Department in Udala
ବିପଦ ସଂକୁଳ କୋଠାତଳେ କାର୍ଯ୍ୟକରୁଛନ୍ତି ଅବକାରୀ ଥାନାରେ କର୍ମଚାରୀ। କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ କିଏ କହିବ? ଅସରାଏ ବର୍ଷା ହେଲେ ଥାନାରେ ପାଣି ପଶିବା ସହିତ ମୂଲ୍ୟବାନ କାଗଜପତ୍ର ନଷ୍ଟ ହେଉଛି। ହେଲେ ଏନେଇ ବାରମ୍ବାର ଉଦଳା ପୂର୍ତ୍ତ ବିଭାଗକୁ ଜଣାଇବା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବିଭାଗ। ଦେଖନ୍ତୁ କେମିତି ଅବକାରୀ ଥାନା ପାଲିଟିଛି ଭୂତ କୋଠି...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)