Advertisment

`ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ'

‘ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ ନ କରି ଲୋକଙ୍କ କାମ କରନ୍ତୁ। ମୋ’ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ପୁରୁଣା ଅଭ୍ୟାସ ନ ଛାଡିଲେ କ୍ଷମା ମିଳିବନି। ’ ସିଡିଓ ଏବଂ ବିଡିଓମାନଙ୍କୁ ଆଜି ଏପରି ଭାବେ କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

author-image
Santosh Kumar Sahoo

ସିଡିଓ ଏବଂ ବିଡିଓ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ। କହିଲେ ମୋ ଛୋଟ ବ୍ରେନ୍ ରେ ସବୁ ସେଭ୍ ହୋଇ ରହିଛି। ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ। ଭୁବନେଶ୍ୱରରେ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେଡି ପ୍ରୀତି ଛାଡ଼ିବା ପାଇଁ ପରୋକ୍ଷରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment
Mohan Majhi
Advertisment
Advertisment