Advertisment

କୁଳ ଲଙ୍ଘିଲା ସମୁଦ୍ର

କୁଳ ଲଙ୍ଘିଲା ସମୁଦ୍ର । ହଟାତ ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି  ବଜାର ଓ ଜନ ବସତି ରେ ଲୁଣି ପାଣି ମାଡ଼ି ଯାଇଥିଲା । ହଟାତ ସମୁଦ୍ର  ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ ।

author-image
Sujit kumar Swain

Siali Beach
Advertisment
Advertisment