Advertisment

Video: ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା ?

ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।

author-image
Santosh Kumar Sahoo

ପୁରୀ ସ୍ୱର୍ଗଦ୍ୱାରରେ ଆବଶ୍ୟକ କି ବୈଦ୍ୟୁତିକ ଚୁଲା ? କାରଣ ସ୍ୱର୍ଗଦ୍ୱାରରେ ଏବେ ଗୋଟିଏ ପଟେ ଦୈନିକ ଶବଦାହ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଝାଉଁ କାଠର ଘୋର ଅଭାବ ଦେଖାଦେଇଛି । ଏପରିସ୍ଥଳେ ପରିବେଶବିତ୍ ଓ ସଚେତନ ନାଗରିକ ବୈଦ୍ୟୁତିକ ଚୁଲା ବ୍ୟବହାର ସପକ୍ଷରେ ମତ ଦେଇଛନ୍ତି । ଯାହାକୁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଗୁରୁତର ସହ ନେଇଥିବା ବେଳେ ଏ ନେଇ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛି । ସ୍ୱର୍ଗଦ୍ୱାରରେ ଶବସଂସ୍କାର ପାଇଁ ଆବଶ୍ୟକ ଝାଉଁ କାଠର ଘୋର ଅଭାବ ଭିତରେ ପରିବେଶବିତ, ପୁରୀ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ ପାଇଁ ସୃଷ୍ଟି ହୋଇଛି ଏକ ବଡ଼ ଆହ୍ୱାନ ।

Advertisment
Puri Swargadwar
Advertisment
Advertisment