ଦୁଇ ପିଲାର ମାଆ ବଡି ବିଲଡର୍
ପେଶାରେ ସେ ଜଣେ ଅଧ୍ୟାପିକା। ହେଲେ ନିଶା ତାଙ୍କର ବଡି ବିଲଡିଂ। ଆମେ କହୁଛୁ ବାଲେଶ୍ୱର ଅଞ୍ଚଳର ସ୍ମୀତି ପାଢୀଙ୍କ କଥା। ପେଶାରେ ଜଣେ ଅଧ୍ୟାପିକା ହୋଇ ବି ବଡି ବିଲଡିଂକୁ ନିଶା ଭାବେ ଗ୍ରହଣ କରି ନେଇଛନ୍ତି। ଜିମ୍ର ସାହାର ନେଇ ରାତିଦିନ ପରିଶ୍ରମ କରି ନିଜକୁ ଫିଟ୍ ରଖିବାରେ ସଫଳ ହୋଇଛନ୍ତି। ଖାଲି ଏତିକି ନୁହେଁ, ଓଡିଶାର ମହିଳାମାନଙ୍କୁ ନେଇ ହୋଇଥିବା ବଡି ବିଲଡିଂ ଚମ୍ପିଅନସିପରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)