Advertisment

ସୁଭଦ୍ରା ପରେ E-KYC ଟେନ୍‌ସନ୍‌

ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନ ରହିବା, ଗାଁ ସହ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ ।

author-image
Santosh Kumar Sahoo

ସୁଭଦ୍ରା ପରେ ଟେନସନ୍ ସାଜିଛି E-KYC । ଉପାନ୍ତ ଅଞ୍ଚଳ ତଥା ନେଟଓ୍ୱାର୍କ ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଛନ୍ତି ଲୋକେ । ଆମେ କହୁଛୁ ମାଲକାନଗିରି ବଣ୍ଡାଘାଟିର କଥା । ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ଏମାନେ କରି ପାରୁନାହାନ୍ତି E-KYC । ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ E-KYCରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି ।

Advertisment
Ration Card
Advertisment
Advertisment